STORYMIRROR

MOUSUMI SAHOO

Others

4  

MOUSUMI SAHOO

Others

ଗତ ରାତି ପରେ

ଗତ ରାତି ପରେ

1 min
20

ବସିଥିଲା ଏକା ଏକା

ମନେ ଭରି ଥିଲି ଆଶଙ୍କା

ଅଜଣା ଭୟରେ ଭୟଭୀତ

ଜାଣେନା କାହିଁକି ସେ ଆତଙ୍କିତ।


ପାଖକୁ ଯାଇ ଧୀରେ ଧୀରେ

ଯେବେ ମୁଁ ତା ହାତ ଧରେ

ଚମକି ଉଠେ ସେ ଭୟରେ

ଜାଣିନି ହୃଦୟ କାହିଁ କୋହରେ ।


ପୂର୍ବ ରାତିର ଘଟଣା

ସତ କି ମିଛ ଜାଣେନା

ଦର୍ଦ୍ ପୂର୍ଣ୍ଣ ଆଶ୍ୱାସନା

ତଥାପି ମନ ବୁଝେନା।


କାହାକୁ କହିବି ହୁଏନା

ଭୟ ଏ ରହସ୍ୟ ମୟ

ସହିବି ହୁଏନା , ରହିବି ହୁଏନା

ଇଏ କେମିତିକା ଜୀବନ ବୁଝିବି ହୁଏନା

ସତ ନା ଏ ସମ୍ଭାବନା କହିବି ହୁଏନା

ବଞ୍ଚିବି କି ନାହିଁ ଦ୍ବିଧାରେ, ଦୁଇ ଗୁଣିତ ଏ ଯାତନା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍