STORYMIRROR

MOUSUMI SAHOO

Others

4  

MOUSUMI SAHOO

Others

ପ୍ରେମ ସପ୍ତାହ

ପ୍ରେମ ସପ୍ତାହ

1 min
5

ମନେ ପଡେ ଆଜି କିଛି

ସତେକି ମୁଁ ପ୍ରେମ କରିଛି

ପ୍ରେମର ଦିବସ ଆଜି ହୋଇଛି

କୋଉ ଦିନ ପ୍ରେମ ନଥିଲା କି ?


ଗୋଲାପ ଯେ କଣ

ଖାଲି ପ୍ରେମ ପ୍ରତୀକ

ଗୋଲାପ ବିନା କି ପ୍ରେମ

ହେବନି ସାର୍ଥକ...


ଚକୋଲେଟ୍ ଆଉ ଟେଡି ଦିଆନିଆ

ନହେଲେ କି ନହୁଏ 

ୟେ ପ୍ରେମ ଦୁଇ ଦିନିଆ..

କଥା ଦିଆ ନିଆ ତ ଆଗରୁ ହୋଇଛି

ନ ହେଲେ କି ପ୍ରେମ ହେଇଛି..


ଚୁମ୍ବନ ଆଲିଙ୍ଗନ ନୁହେଁ 

ଆବଶ୍ୟକ...

ପାଶ୍ଚାତ୍ୟ ସଭ୍ୟତାର 

ବିକାଶ ର ୟେ କାଳେ

ପରିଚୟ....


ସବୁ ଦିନ ଅଟେ ପ୍ରେମ ଦିବସ

ହୃଦୟ ରୁ ଯେ ପ୍ରେମ କରିଛି

ଗୋଟେ ଦିନ ପ୍ରେମ ଦିବସ ପାଳିଲେ

ମିଳେ ନାହିଁ କେବେ ସାର୍ଥକତା।।


Rate this content
Log in