STORYMIRROR

MOUSUMI SAHOO

Others

3  

MOUSUMI SAHOO

Others

ଏହିକି ସେ ପ୍ରେମ

ଏହିକି ସେ ପ୍ରେମ

1 min
3

ମନେପଡେ ତମ କଥା ସବୁବେଳେ

ରାଗି ଥିଲେ ଟିକେ ବେଶୀ

ଖୁସିରେ ନାହିଁ ମନେ

ବୋଧ ହୁଏ ସୀମାହୀନ

ଦୁଃଖରେ ବି ଖୋଜେ ତୁମ ସ୍ପର୍ଶ

ଏହିକି ସେ ପ୍ରେମ।


ରାତିରେ ମୁଁ ଏକା ଏକା

ଥାଏ ଖାଲି ତୁମ ସ୍ବପ୍ନ

ଦିନରେ ମୋ ସ୍ମୃତି ପଟ୍ଟେ

ଥାଅ କାହିଁ ସବୁଦିନ 

ଏହିକି ସେ ପ୍ରେମ।


ସମସ୍ତେ ଥାଇବି ଏକା ଲାଗେ

ତମ ବିନା ନା ଭୋକ ଲାଗେ

ତମ ସାଥେ ଏକା ସୁଖ ଲାଗେ

ଏହିକି ସେ ପ୍ରେମ

ଯାହା ବିନା ସବୁ ମିଛ ଲାଗେ।


ଅଛି ଏ ହୃଦୟ ତୁମ ଅପେକ୍ଷାରେ

ପ୍ରେମ ବୋଧ ହୁଏ ଏ ବାସ୍ତବରେ

କର ନାହିଁ କିଛି ସମୀକ୍ଷା ରେ

ଏହିକି ସେ ପ୍ରେମ

ରହିଛି ଖାଲି ତୁମ ପ୍ରତୀକ୍ଷାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍