STORYMIRROR

Brundabana Pradhan

Romance

3  

Brundabana Pradhan

Romance

ବୁଝାମଣା

ବୁଝାମଣା

1 min
198


 

ସେ ମୋତେ ଖୁବ୍ ବିଶ୍ୱାସ କରେ

ମୁଁ ବି ତାକୁ,

ଦୁଇଟି ଶରୀର ଅଥଚ

ଆମର ଗୋଟିଏ ମନ

ତଥାପି ବେଳେବେଳେ 

ମନୋମାଲିନ୍ୟ ହୁଏ

କେତେବେଳେ ମୁ ରୋଷ କରେ

କେତେବେଳେ ସେ

ଅଭିମାନ କରି ମତେ

ମୁହଁ ମୋଡିଦିଏ 

ପରବର୍ତ୍ତୀ ମୁହୂର୍ତ୍ତରେ 

ନିଜ ଭୁଲ ତକ ସ୍ବୀକାର କରି

ପୁଣି ନିଜ ନିଜ ଭିତରେ

ଉତ୍ତମ ବୁଝାମଣା ଆପେ ହୋଇଯାଏ।


Rate this content
Log in

Similar oriya poem from Romance