STORYMIRROR

Chittaranjan Lenka

Abstract Others

3  

Chittaranjan Lenka

Abstract Others

ବୁଦ୍ଧିର ଶକ୍ତି

ବୁଦ୍ଧିର ଶକ୍ତି

1 min
14.2K


ଯେତେ ପାଠ ପଛେ          ପଢିଥାଅ ସତେ

ଯୋଗ୍ୟତା ଯେତେ ବି ଥାଉ

ପ୍ରୟୋଗ ଅଭ୍ୟାସେ          ସବୁ ମୂଲ୍ୟହୀନ

ଯେତେ ମନସ୍ତାପ ହେଉ


ବିଦ୍ୟାର ପ୍ରୟୋଗ       ପାଇଁ ଲୋଡା ବୁଦ୍ଧି

ମିଳେ କଲେ ସ୍ଥିର ମନ

ମନେ ରଖି ଥିବ           ବୁଦ୍ଧି ହୀନ ହେଲେ

ସମାଜ ଦେବ କଷଣ


ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in

Similar oriya poem from Abstract