STORYMIRROR

Chittaranjan Lenka

Tragedy Inspirational

2  

Chittaranjan Lenka

Tragedy Inspirational

ବୁଦ୍ଧିର ପ୍ରୟୋଗ

ବୁଦ୍ଧିର ପ୍ରୟୋଗ

1 min
14.1K


ଅତି ବୁଦ୍ଧି ବଳେ ଚୋର କରେ ଚୋରି

ଟାଉଟର ତା ଧୂର୍ତ୍ତତା

ଅତି ବୁଦ୍ଧି ଭକ୍ତି ଚୋର ର ଲକ୍ଷଣ

ତେଣୁ କହୁ ଏହି କଥା

ଚୋରି ଶବଦର ବ୍ୟାପକ ଅର୍ଥକୁ

ଯିଏ ସମୀକ୍ଷା କରିବ

ଆମ ସମାଜରେ ଚୋର ଟାଉଟର

ସଂଖ୍ୟା ସେ ଜାଣି ପାରିବ

ସେହି ଚୋର ଆଉ ଟାଉଟର ପାଇଁ

ମୋ ମନେ ଗୋଟିଏ ପ୍ରଶ୍ନ

ତୁମ ବୁଦ୍ଧି ଯଦି ଭଲ ବାଟେ ଦେବ

ହୋଇବ କେତେ ମହାନ ???

ଚିତ୍ତରଞ୍ଜନ ଲେଙ୍କା,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy