Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Kar

Abstract Classics Others

3  

Sunita Kar

Abstract Classics Others

ବସୁଧୈବ କୁଟୁମ୍ବକମ୍

ବସୁଧୈବ କୁଟୁମ୍ବକମ୍

1 min
181



ବିହ୍ବଳ ମୁଁ ଆଜି 

ଜି-୨୦ ସମ୍ମିଳନୀର 

ଭବ୍ଯ ସମାରୋହ 

“ଭାରତ ମଣ୍ଡପମ୍”

ବିସ୍ତାର ଆମ ସଂସ୍କୃତି 

ମନ୍ତ୍ର- “ ବସୁଧୈବ କୁଟୁମ୍ବକମ୍” 

ଏକ ବିଶ୍ବ, ଏକ ପରିବାର, 

ଏକ ହିଁ ଭବିଷ୍ଯ ।


ସ୍ବାଗତମ୍ ପର୍ବ,

ଉତ୍କଳର ଗର୍ବ କୋଣାର୍କ ଚକ୍ର 

ନିଦର୍ଶନ- ସେ’ତ ସମୟର ଚକ,

ପ୍ରଗତିର, ଆବର୍ତ୍ତନ ବାଦର

ବିସ୍ତାରିଣ ବାହୁ 

ସସମ୍ମାନେ  ନିଏ ସେ ପାଛୋଟି

ଅତିଥି ଅଭ୍ଯାଗତ,

କେତେ କେତେ ରଥୀ, 

କେତେ ଯେ ନିୟନ୍ତା ।


ଫୁଲି ଉଠେ ଭାରତ ମାତା 

ପୁରିଉଠେ ତା’ ଘର 

କୋଳେଇ ନିଏ ସେ ଯେବେ 

ତନୟା “ଅକ୍ଷତା “

ସାଥେ ଜାମାତା 

ପ୍ରିୟ “ ରିଶି ସୁନାକ “।


ଉଛୁଳି ପଡୁଛି ଖୁସି ସରୋବର 

ଭରା ଚଉଭିତେ 

କୋଣ ଅନୁକୋଣ ସାରା ଜଗତର 

ଆଗନ୍ତୁକ କେତେ 

ମନୋରଞ୍ଜନରେ ନାହିଁ ତ କାର୍ପଣ୍ଯ

ଅତିଥି ସେବା- 

ଆମ ସନାତନ ପରମ ଧର୍ମ ।।


     


Rate this content
Log in

Similar oriya poem from Abstract