Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gopinath Jena

Romance

2  

Gopinath Jena

Romance

ବର୍ଷା ଗଜଲ

ବର୍ଷା ଗଜଲ

1 min
69


ପ୍ରିୟା ପଣତ କୁ ଭିଜେଇ ଦେଉଛି

      ଫୁଲେଇ ଶ୍ରାବଣ ବର୍ଷା

ତାଳୁ ରୁ ତଳିପା ଓଦା ଜଡ ସଡ

      ମନରେ ମହୁଲି ନିଶା ।

ଆବେଗ ଭରା ତା ମନରେ ଉଠୁଛି

      ସାତ ସପନର ଢେଉ

ଭରା ଯଉବନ ବୋଳି ଅଛି ଦେହେ

      କୁହୁକ ର ସଜ ମହୁ ।

ଗୋରା ଦେହେ ତାର ଲହଡ଼ି ଭାଙ୍ଗୁଛି

      ଅସୁମାରୀ କେତେ ଆଶା

ଢଳ ଢଳ ଢଳ ନୀଳ ଆଖି ତୃଷ୍ଣା

      ଦେଖି ଝରିଯାଏ ବର୍ଷା ।


Rate this content
Log in

Similar oriya poem from Romance