STORYMIRROR

Kalpana Satpathy

Classics Fantasy Inspirational

3  

Kalpana Satpathy

Classics Fantasy Inspirational

ବର୍ଷା ଦିନ ଆଉ ହାଟ ବାରି

ବର୍ଷା ଦିନ ଆଉ ହାଟ ବାରି

1 min
165

ବର୍ଷା ଦିନ ଆଉ ହାଟ ବାରି

ସବୁ ହାଟୁଆ ଯେ ହେଲେ ହଟହଟା

ହାଟମୟ ସବୁ ଛତା ଖାଲି।

ତୁହାକୁ ତୁହା ମେଘ ବରଷିଲା

ହାଟ ଯାକ ପାଣିମୟ ଖାଲି।

ଘଡଘଡିର ଘୋର ଗରଜନ

ଛାତିରେ ଛନକା ଆସେ ଖାଲି।

ପରିବା,ପତର ଏଠି ସେଠି ଫିଙ୍ଗା

ଦରଦାମ ହୁଏ ନାହିଁ ଜାଣି।

ଛତା ମାଳ ମାଳ ଦେଖାଯାଏ ଖାଲି

କଳାବାଦଲ ବସେ ତା ପସରା ମେଲି।

ପବନର ସ୍ପର୍ଶ କରଇ ଉଚ୍ଚାଟ

ସୂରୁଜ ଦେବତା ଖାଲି ଲୁଚିଲେଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics