Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra Kumar Behera

Abstract

2  

Rabindra Kumar Behera

Abstract

ବର୍ଷା ବିନ୍ଦୁ

ବର୍ଷା ବିନ୍ଦୁ

1 min
143


ଟିପି ଟିପି ବର୍ଷା ବିନ୍ଦୁ ;

କିଛି ଝରୁଥିଲା ଆକାଶରୁ,

କିଛି ତା ଆଖିରୁ ,

ଆଉ କିଛି ମୋ ହୃଦୟରୁ ।।


ଆକାଶରୁ ଝରୁଥିବା ବିନ୍ଦୁ ସବୁ ,

ଥିଲେ ପରିଷ୍କାର ଆଉ କାଚ ପରି ସଫା ।

ତା ଆଖିରୁ ଝରୁଥିଲେ ସବୁ ଯେମିତି ,

ଶ୍ୱେତପଦ୍ମ ପାଖୁଡ଼ାର ମୋତି ହୋଇ ।

ଆଉ ମୋ ହୃଦୟରୁ ଝରୁଥିଲା ,

ଲାଲ୍ ରକ୍ତଟୋପା ସବୁ ଧମନୀର ଧୁନ୍ ରେ ।। 


Rate this content
Log in

Similar oriya poem from Abstract