Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RUNALAILA MOHANTA

Inspirational Others Children

3  

RUNALAILA MOHANTA

Inspirational Others Children

ବୃକ୍ଷରେ ଭରା ଆମ ଏ ଧରା

ବୃକ୍ଷରେ ଭରା ଆମ ଏ ଧରା

1 min
245



ପୃଥିବୀରେ ଆମ ରହିଅଛି ବୃକ୍ଷ

ସେଥିପାଇଁ ଏଠି ସଭିଙ୍କର ବାସ ।


ଜୀବନ ଦାୟିନୀ ଏ ଧରା ପୃଷ୍ଠ

ସୌନ୍ଦର୍ଯ୍ୟରେ ଭରା ସାରା ସଂସାର ।


ସବୁଜ ଶ୍ୟାମଳ ଏ ପାହାଡ ଜଙ୍ଗଲ

ଦେଉଅଛି କେତେ ଆମକୁ ଜିନିଷ ।


କିଛି ନପାଏ ସେ ଏ ମଣିଷ ହାତରୁ

ହେଲେ ଢ଼ାଳିଯାଏ ଆମ ପାଇଁ ଅମୃତ ।


ନା କିଛି ସ୍ୱାର୍ଥରେ ନା କିଛି ଆଶାରେ

କରି  ନିଏ  ସିଏ  ସଭିଙ୍କୁ ନିଜର ।


ସେଥିପାଇଁ  ଆଜି ଆମର କର୍ତ୍ତବ୍ୟ

ନ କାଟି ଜଙ୍ଗଲ ଲଗାଇବା ବୃକ୍ଷ ।


ଭରିଦେବା ଏଠି ସୁଦ୍ଧ ବାୟୁର ମହକ

ହୋଇବେ ବହୁପ୍ରାଣୀ କେତେ ରୋଗରୁ ମୁକ୍ତ ।


ବୃକ୍ଷରେ ଭରି ଦେବା ଆମ ଏ ଧରା

ସଭିଏଁ ମିଶି ବନ୍ଧୁ କଥା ଦିଅ ଅସରା ।



Rate this content
Log in

Similar oriya poem from Inspirational