STORYMIRROR

Gouttam kachim

Action

3  

Gouttam kachim

Action

ବୃକ୍ଷ ରୋପଣ

ବୃକ୍ଷ ରୋପଣ

1 min
146

ବୃକ୍ଷ ଦିଏ ଫୁଲ, ଫଳ,

ବୃକ୍ଷ ଦିଏ ଛାଇ,

ବୃକ୍ଷ ଦିଏ ଅମ୍ଳଜାନ,

ବଞ୍ଚିବାର ପାଇଁ।


ଗଛ ସିନା ମୃତ୍ତିକାକୁ,

ଜାବୁଡ଼ିରଖଇ,

ଗଛ ଯୋଗୁଁ ସୃଷ୍ଟି ପାଇଁ,

ବରଷା ହୁଅଇ।


ଗଛ ଯୋଗୁଁ ପରିବେଶ,

ସୁନ୍ଦର ଦିଶଇ,

ଗଛ ଟେ ଲଗାଇ ତାର,

ଯତ୍ନ କର ଭାଇ।


ସଚେତନ ହୁଅ ଆହେ

ଭାଇ ବନ୍ଧୁ ଗଣ,

ଅନ୍ୟୁନ ଗୋଟିଏ ବୃକ୍ଷ,

କରନ୍ତୁ ରୋପଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action