STORYMIRROR

Sanjya Tripathy

Classics

3  

Sanjya Tripathy

Classics

ବ୍ରାହ୍ମଣ

ବ୍ରାହ୍ମଣ

1 min
213


ଜୟ ପର୍ଶୁରାମ

ସବର୍ଷରେ ଗୋଟିଏ ଜାତି ଅଛି ବ୍ରାହ୍ମଣ

ଯେଉଁମାନଂକୁ ପ୍ରଚୀନ କାଳରୁ

ରାକ୍ଷସ, ପିଶାଚ, ଦୈତ୍ୟ, ଯବନ, ମୋଗଲ, ଇଂରେଜ

କଂଗ୍ରେସ, ସପା, ବସପା, ବାମପନ୍ଥୀ ଶୋଷଣ କରି ଆସୁଛତି

ଏପରିକି ବିଜପି ବି ସଠିକ୍ ସ୍ଥାନ ଦେଇପାରି ନାହିଁ

ବ୍ରାହ୍ମଣ ଉପରେ ଆରୋପ- ସେମାନେ ହିଁ ଜାତିପ୍ରଥା ବନାଇଛତି

କୌଣସି ଗୋଟିଏ ଗଂଥର ନାମ କୁହଂତୁ

ଯେଉଁଥିଲେ ଜାତିପ୍ରଥା ବ୍ରାହ୍ମଣ କରିଥିବା

ବ୍ରାହ୍ମଣ ସବୁବେଳେ ରାଷ୍ଟ୍ରକୁ ଅଖଡ, ଶକ୍ତିଶାଳୀ,

ଲେଖା ଅଛି

ନ୍ୟାୟବ୍ୟବସ୍ଥାକୁ ସୁଦୃଢ କରି ଆସିଛି

ସର୍ବେ ଭବଂତୁ ସୁଖିନଃ ର ମନ୍ତ୍ର ଦେବା ବ୍ରାହ୍ମଣ

ଅଂଟାରେ ଲଂଗୁଟି ମାରେ କାଗଜ କଲମର ଗଂଠିଲି ବାଂଧ୍

ଚରୈବତି ଚରୈବତି ର ଅନୁସରଣ କରି ॥ସୁଛି

ଖାଲି ଗୋଟିଏ ଚିଂତା ଲୋକ କଲ୍ୟାଣ

ଯିଏ ମୋଗଲ, ଯବନ,ଇଂରେଜ ଓ ରାକ୍ଷସ ପ୍ରବୃତିର ଲୋକଂକୁ

ଭୟଂକର ଅତ୍ୟାଚାର ସହି ବି ସଂସ୍କୃତି ଓ ଜ୍ଞାନକୁ ବଜାୟ ରଖିଛି

ବେଦ, ଶାସ୍ତ୍ର ଯେବେ ଜଳେଇ ଦିଆଯାଉଥିଲା

ତ ବ୍ରାହ୍ମଣ ହିଁ ସମସ୍ତ ବେଦ ଓ ଶାସ୍ତ୍ରକୁ କଂଠସ୍ଥ କରି ବଂଚେଥିଲା

ଆଜି ବି ନୂଆ ପୀତଂକୁ ଏଥରେ ସଂଚାରତି କରି ଆସୁଛି

ତ ସେ ସାଧାରଣ ହେଲା କିପରି ?

ଆରକ୍ଷଣର ସୁଖ ସୁବିଧାରୁ ବଂଚିତ

ବ୍ରାହ୍ମଣ ନିଜର ଘରଚଳାଇବ କିପରି ?

ପଢିବା ପାଇଁ ସବୁଠୁ ବେଶ ଫିସ୍

ପ୍ରତିଯୋଗିତାରେ ବି ସର୍ବାଧୂକ ଫିସ୍

ଚାକିରୀ କରିବା ପାଇଁ ବି ସବୁଠୁ ବେଶି କାଂଚ

ଆଉ ସବୁ ସରକାରୀ ସୁବିଧା ଏସ୍.ସି., ଏସ୍.ଟି, ଓ.ବି.ସି

ପୁଂଜିପତି ବରଂକୁ ଦିଆଯାଉଛି ଅଯୋଗ୍ୟ ଲୋକଂକୁ

ଏମିତି କାମ ଅଛି ଯାହା ବ୍ରାହ୍ମଣ କରିପାରେନା ।

ଯେପରିକି କୁକୁଡା, ଘୁଷୁରୀ ପାଳନ, ମାଂସକଟା, ମାଛ ବହାର

ଅନ୍ୟ କାମରେ ଦରକରା ପୁଂଜି ଆସିବ କେଉଁଠୁ ?

ଶିକ୍ଷକ, ଓକିଲ, ସାମ୍ବାଦିକ ଓ ରାଜନୀତି ହିଁ ସେ କରିପାରିବ

ଯେଉଁଥରେ ଚୋର, ଲୁଟେରା, ଅବସରପ୍ରାପ୍ତ କର୍ମଚାରୀ ଫଣା ଉଠାଇ ବସିଛତି

ବ୍ରାହ୍ମଣ କରିତ କଣ କରିବ ?

ଯିବ ତ କୁଆଡେ ଯିବ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics