STORYMIRROR

लता तेजेश्वर रेणुका

Children

3  

लता तेजेश्वर रेणुका

Children

ବଂଶୀ ଭାଇନା ଆସିଲା

ବଂଶୀ ଭାଇନା ଆସିଲା

1 min
130

ବଂଶୀ ବଜାଇ ଆସିଲା

****************

ଦେଖ ପରି, ଦେଖ ମୁନ୍ନା,

ବଂଶୀବାଜା ନେଇ ଆସିଲା,

ବଂଶୀ ଭାଇନା ଆସିଲା।

ଏକ ହଥେ ବଂଶୀ ବଜାଏ

ଅନ୍ୟ ହାଥରେ ବହୁତ ଆଣିଲା।

ବଂଶୀ ଭାଇନା ଆସିଲା।


ପରି ଗୋଟେ ଫୁଙ୍କି ଦେଖିଲା,

ପିଂ କରି ବଂଶୀ ବାଜିଲା

ପରି ଖୁସିରେ ନାଚି ଉଠିଲା,

ମୁନ୍ନା ମଧ୍ୟ ବଂଶୀ ଫୁଙ୍କିଲା

ମନମୋହକ ସ୍ୱର ରେ 

ବଂଶୀ ମଧ୍ୟ ଗାଇଲା।


ତାଙ୍କୁ ଦେଖି ରାମୁ, ରହିମ ଆସିଲେ

ଜନ, ମଞ୍ଜରୀ ମଧ୍ୟ ଆସିଲେ 

ଏକ-ଏକ କରି ବଂଶୀ ଗୁଡିକ

ଦୁଇ ପଇସା ରେ ବିକିଲା।

ବଂଶୀ ନେଇ ଆସିଲା

ବଂଶୀ ବଜାଇ ଡାକିଲା।


ଏବେ ଆସିଲେ ସୀତା, ଗୀତା

ପରବିନ ଆଉ ମୁସ୍ତାଫା

ଏକ-ଏକ କରି ବଂଶୀ ବଜାଇ

ଗୀତ ଗାଇ ନାଚିଲେ।


ବଂଶୀ ଭାଇନା ନେଇ ଆସିଲା

ବଂଶୀ ବଜାଇ ସ୍ୱର ସାଧିଲା,

ସମସ୍ତେ ନାଚିଲେ, ଗାଇଲେ

ସାଥେ ନାଚିଲା ବଂଶୀ ଭାଇନା,

ବଂଶୀ ଭାଇନା ଆସିଲା

ବଂଶୀ ନେଇ ଆସିଲା।


© ଲତା ତେଜେଶ୍ୱର 'ରେଣୁକା'


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children