STORYMIRROR

लता तेजेश्वर रेणुका

Abstract Inspirational Others

4  

लता तेजेश्वर रेणुका

Abstract Inspirational Others

ଉତ୍କଳ ଦିବସ

ଉତ୍କଳ ଦିବସ

1 min
276

ମୋର ଓଡିଶା ମୋର ଉତ୍କଳ

ଭାରତର ଗର୍ବ ମୋର ଉତ୍କଳ

ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

ଶ୍ରୀରାମ ଚନ୍ଦ୍ର ଦେଓ ଆଉ

କୃଷ୍ଣଚନ୍ଦ୍ର ଗଜପତି ମହାରାଜଙ୍କର 

କୃଷିରେ ଜନ୍ମ ମୋର ଉତ୍କଳ।


ପଣ୍ଡିତ ନୀଳକଣ୍ଠ ଦାସ

ଫକୀରମୋହନ ସେନାପତି

ଗଙ୍ଗାଧର, ବାସୁଦେବ ଆଦିଙ୍କର

ଚେଷ୍ଟାର ଜନ୍ମିଥିଲା ମୋର ଉତ୍କଳ

ଆଜି ମୋର ଜନ୍ମସ୍ଥାନର ଜନ୍ମ ଦିବସ

ମୋପାଇଁ ମୋର ଗର୍ଵ ମୋର ଉତ୍କଳ।


ଏଇଥିରେ ଜନ୍ମି ଖେଳିକୁଦି ବଡ଼ ହେଲି

ମୋର ଉତ୍କଳ ମୁଁ ଗର୍ବ ରେ କହିଲି

ମନ୍ଦିର ମନ୍ଦିର ନଦୀ ପାହାଡ ପର୍ବତ

ପ୍ରକୃତିର ସୁନ୍ଦରରେ ହୋଇଛି ସୁନାର

ପୁରିରେ ଜଗନ୍ନାଥ, କୋଣାର୍କରେ ସୁର୍ଯ୍ୟ ମନ୍ଦିର 

ନନ୍ଦନକାନନ, ବାରବାଟୀ ଦୁର୍ଗ ପ୍ରସିଦ୍ଧ ଅଛି

ସାଧବଘର ଝିଅ କାଳିଜାଇ ନାମରେ ନାମିତ

ଇତିହାସ ଏହି ବହୁତ ବିରକଥା ଅଛି।


ଅଶୋକ, ମୌର୍ଯ୍ୟ, ଖାରବେଳ ସମ୍ରାଟମାନେ 

ଅଂଗ୍ରେଜଙ୍କ ହାଥରୁ ଉତ୍କଳକୁ ଛୁଡାଇଲେ

ବାଣିଜ୍ୟରେ ସୁନା, ରୁପା କଉଡ଼ି, ମୁଦ୍ରା

ଦେଇ ନେଇ କରି ବେପାର ବଢ଼ାଇଲେ 

ଓଡ଼ିଶା ପୁଣି ଏକ ହୋଇ କଟକ, ପୁରୀ, 

ବାଲେଶ୍ବର, କୋରାପୁଟ ଆଉ ଗଂଜାମ ଜିଲ୍ଲାହେଲା

1936ରେ ଓଡ଼ିଶାରାଜ୍ୟ ସୁବର୍ଣ୍ଣ ଯୁଗ ହୋଇଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract