STORYMIRROR

Lata Tejeswar renuka

Others

2.6  

Lata Tejeswar renuka

Others

ପ୍ରେମର ପକ୍ଷୀ

ପ୍ରେମର ପକ୍ଷୀ

1 min
14.2K


ଆଖିର କୋଣରେ ପ୍ରେମର ଝଲକ

ହୋଇ ଯାଉଛି ହୃଦୟରେ ଆଘାତ

ନ ଦେଖ ଏମିତି ହୃଦୟର ରାଣୀ

ମନ ଭିତରେ ଉଠୁଛି କୋଟି ଲହର।

ତୁମ ସାଥ ପାଇ ହୋଇଲି ଉଦ୍ଧାର

ତୁମ ମୋର ଜୀବନ ଆଉ ସଂସାର

ଯେବେ ତୁମେ ଆସିଲ ଆମର ଘର

ସବୁ କିଛି ଭୁଲି ହୋଇ ଗଲି ତୁମର।

ପ୍ରଥମ ନଜରରେ ଦେଖି ଭଲପାଇଲି

ଯେବେ ଦେଖିଲ ତମେ ଆଖିକୋଣରେ

ସାତ ଜନ୍ମ ପର୍ଯ୍ୟନ୍ତ ସାଥେ ରହିବ ତମେ

ଯେତେ ପର୍ଯ୍ୟନ୍ତ ମୁଁ ରହିବି ତୁମର।

©ଲତା ତେଜେଶ୍ୱର 'ରେଣୁକା'


Rate this content
Log in