ଜୀବନ ଏକ ସଂଘର୍ଷ
ଜୀବନ ଏକ ସଂଘର୍ଷ
1 min
13.8K
ଜୀବନର କଷ୍ଟ ଘଡି ମାନଙ୍କରେ ସାଥେ ରହି
ମୋର ଜୀବନକୁ ଏକ କୂଳକୁ ଲଗେଇଲ
ମୋର ଜୀବନ ସଙ୍ଗିନୀ
ତୁମେ ମୋର ଜୀବନ ହୋଇଲ ।
କଷ୍ଟ ସୁଖରେ ମୋତେ ସମ୍ଭାଳିଲ
ମୋର ଜୀବନଟିକୁ କୂଳରେ ଲଗାଇଲ
ଘର ସଂସାର ପିଲାଙ୍କ ସଂଗେ ପରିବାର ଦେଲ
କେମିତି ତୁମର ଧନ୍ୟବାଦ କରିବି ଏବେତ କହିବ
ହେ ମୋର ଜୀବନ ସଙ୍ଗିନୀ ତୁମେ ମୋର ଜୀବନ ହୋଇଲ।
ଚାଲ ଚାଲିବା ଏଇ ରାସ୍ତା ଡଗର ସଂଗେ ସଂଗେ
ସମୁଦ୍ର କିନାରେ ହାତରେ ହାତ ଧରି ବାଲିର ଗାମୁଛାରେ
ସେଇ ଚାନ୍ଦ ତାରା ବାଦଲରେ ଘର ବସେଇବା
ତୁମ ବିନା ଜୀବନରେ ଏକ ପାଦ ଚାଲିବା ଅସହ୍ୟ ହେବ
ହେ ମୋର ଜୀବନ ସଙ୍ଗିନୀ ତୁମେ ମୋର ଜୀବନ ହୋଇଲ।
dedicated to Amma nanagaru
By ଲତା ତେଜେଶ୍ୱର 'ରେଣୁକା'
