Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotsna Acharya

Abstract Inspirational Others

3  

Jyotsna Acharya

Abstract Inspirational Others

ବନ୍ଧୁତ୍ବ

ବନ୍ଧୁତ୍ବ

1 min
199


ପୂର୍ଣ୍ଣ ଜଗନ୍ନାଥ ପୂର୍ଣ୍ଣ ମାତୃଶକ୍ତି

ପୂର୍ଣ୍ଣ ସୃଷ୍ଟିଟିର ତୁ ବିଶେଷତ୍ବ

ପୂର୍ଣ୍ଣତା ଅର୍ଥରେ ପୂର୍ଣ୍ଣ ମନରେ 

ଶବ୍ଦଟିଏ ଅଟେ ବନ୍ଧୁତ୍ବ।


ନଥାଏ ତ ଇଚ୍ଛା ପାଇବାର କିଛି 

ଥାଏ କିନ୍ତୁ ଖୁସି ମହତ୍ବ

ବନ୍ଧୁଟିଏ ଥିଲେ ପାଖରେ ବା ଦୂରେ

ସୁ-ଗୁଣ ତା-ରେ ଆକର୍ଷ।


ତଳେ ଠିଆ ହୋଇ ପର୍ବତ କୁ ଚାହେଁ

ଲାଗୁ ଥାଏ ବଡ ବିକର୍ଷ

ଅଦୃଶ୍ୟ ଶେଖରେ ମନେ ପଡିଯାଏ

କଠିନ ବି-ଦୂର ସେ ପଥ ମହତ୍ବ।


ସକାଳର ସେହି ଗଛ ପତ୍ରଟିରେ 

ସ୍ବଛ୍ଛ କାକର ବିନ୍ଦୁ ସଜ୍ଜିତ

ନିର୍ମଳ ହୃଦୟେ ଶବ୍ଦ ହିନ ବାକ୍ୟ

ଶୁଭୁଥାଏ ସପ୍ତ ଗିରି କର୍ଣ୍ଣ-ତ।


ଇତିହାସ ସାକ୍ଷୀ ପୁରାଣ ବର୍ଣ୍ଣିତ

ଇଚ୍ଛା ଆଗ୍ରହରେ ସ୍ବର୍ଗ ଆନନ୍ଦ

ସଂକୀର୍ଣ୍ଣ ନୁହଁଇ ବନ୍ଧୁ ପଦବାଚ୍ୟ

ବିଶ୍ବାସରେ ସଦା ଶ୍ରଦ୍ଧା ଉଲ୍ଲାସ।


Rate this content
Log in

Similar oriya poem from Abstract