STORYMIRROR

Bhagya Laxmi Mishra

Abstract

3  

Bhagya Laxmi Mishra

Abstract

ସତ୍ୟ ସର୍ବଦା ସତ୍ୟ

ସତ୍ୟ ସର୍ବଦା ସତ୍ୟ

1 min
112

ବିଷର ସ୍ଵାଦ 

     ଶିବଙ୍କୁ ଜଣI

ଅମୃତର ସ୍ଵାଦ 

     ମୀରାଙ୍କୁ ଜଣା l


ପ୍ରେମର ସ୍ଵାଦ 

     ରାଧାଙ୍କୁ ଜଣା 

ଅଧିକାର ର ସ୍ଵାଦ 

       ରୁକ୍ମଣୀ ଙ୍କୁ ଜଣା l


 ବିରହର ସ୍ଵାଦ 

      ଉର୍ମିଳାଙ୍କୁ ଜଣା 

ଧର୍ମ ର ସ୍ଵାଦ 

      ସୀତା ଙ୍କୁ ଜଣା l


ହରି ନାମ ସତ୍ୟ 

      ମିଥ୍ୟା ସର୍ବଦା ମିଥ୍ୟା 

ହରି ନାମ ସତ୍ୟ  

   ରାମ ନାମ ସତ୍ୟ 

କୃଷ୍ଣ ନାମ ଭି ସତ୍ୟ l



Rate this content
Log in

Similar oriya poem from Abstract