ଧର୍ମ
ଧର୍ମ
ଯେଉଁ ପୁତ୍ର ନ ରଖେ ଗୋତ୍ର ଧର୍ମ
ସେ ପୁତ୍ର ଯାଏ ଅତି ଶୀଘ୍ର ଯମର ଭୁବନ l
ଯେଉଁ ପୁତ୍ର ପିତାଧର୍ମ ନ କରେ ପାଳନ
ସେ ପୁତ୍ର ନ କରେ ଗୁରୁଙ୍କ ସମ୍ମାନ l
ଯେଉଁ ପୁତ୍ର ନ କରେ ପିତାମାତାଙ୍କ ସମ୍ମାନ
ସେ ପୁତ୍ର ହୁଏ ସଦା ବହୁ ହୀନିମାନ l
ଯେଉଁ ପୁତ୍ର ପିତାମାତାଙ୍କ ଉପରେ ଉଠାଏ ହାତ
ସେ ପୁତ୍ର ଯାଏ ଅତି ଶୀଘ୍ର ଜୁଇର ଗାତ୍ର l
