Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagya Laxmi Mishra

Abstract

3  

Bhagya Laxmi Mishra

Abstract

ମା ମଙ୍ଗଳା

ମା ମଙ୍ଗଳା

1 min
118



ଶରଣାଗତର ପୀଡ଼ା ଦୂର 

କରୁଥିବା ହେ ଦେବୀ !

ଆମ୍ଭ ଉପରେ ପ୍ରସନ୍ନ ହୁଅନ୍ତୁ !

ହେ ସମଗ୍ର ଜଗତ ମାତା !

ପ୍ରସନ୍ନ ହୁଅନ୍ତୁ !

ହେ ବିଶ୍ୱେଶ୍ୱରୀ !

ବିଶ୍ୱକୁ ରକ୍ଷାକର ।

ହେ ଦେବି !

ଆପଣ ହିଁ ଏ ଚରାଚର 

ଜଗତ୍ ର ଅଧିଶ୍ବରୀ ।


ଶଙ୍ଖ, ଚକ୍ର, ଗଦା ଓ ଶାର୍ଙ୍ଗଧନୁରୂପକ

ଉତ୍ତମ ଆୟୁଧଗୁଡିକୁ ଧାରଣ କରିଥିବା 

ବୈଷ୍ଣବୀ ଶକ୍ତିରୂପା ହେ ନାରାୟଣୀ !

ତୁମ୍ଭେ ପ୍ରସନ୍ନ ହୁଅ !

ତୁମ୍ଭଙ୍କୁ ନମସ୍କାର !



Rate this content
Log in

Similar oriya poem from Abstract