ନୂତନ ବର୍ଷ
ନୂତନ ବର୍ଷ
1 min
115
ପ୍ରଭୁ ଜଗନ୍ନାଥ କୋଟି ଦଣ୍ଡବତ
ଜଣାଉଛି ନୂଆ ବରଷ
ଫୁଲପରି ହେଉ ସଭିଙ୍କ ହୃଦୟ
ମନରେ ଭରିଦିଅ ହରସ।
ରାଗଦ୍ଵେଷ, ହିଂସା ମାନ ଅଭିମାନ
ହୃଦୟ ହାରିବା କଳୁଷ
ହୃଦୟର ସିଂହାସନ ବସ ତୁମେ
ବାଣ୍ଟୁଥାଅ ସୁଖେ ପିଉସ ।
ତୁମେ ହିଁ ସୃଷ୍ଟି ତୁମେ ହିଁ ସବୁର
ହର୍ତ୍ତାକର୍ତ୍ତା ଆଦି ପୁରୁଷ
ବିଶ୍ୱର ବିହର ବିଶ୍ଵ ଦୁଃଖେ ହର
ତୁମେ ପଦେ ମାଗେ ଆଶିଷ l
ସଭିଁଙ୍କ ମଙ୍ଗଳ ଆହେ ଆଦିମୂଳ
ସୁଖେରେ ଫୁଟାଇବ ହସ
ପିତା ମାତା ଗୁରୁ ଗୁରୁଜନ ଦେବ l
