Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Inspirational Children

3.8  

PUSPALATA SAHOO

Inspirational Children

ବନ୍ଧୁକ ମୁନରେ ଜୀବନ

ବନ୍ଧୁକ ମୁନରେ ଜୀବନ

1 min
406


ଦେଶ ପାଇଁ ପ୍ରାଣବଳି ଦେବାକୁ 

ଶପଥ ନେଇଛି ବୀର ସୈନିକ 

ନିଜ ଜୀବନକୁ ବାଜି ଲଗାଇ 

ରଖିବ ମୋ ଦେଶର ଟେକ !!

ଶତ୍ରୁକୁ ସଂହାର କରିବା ପାଇଁ 

ଘର ସଂସାରକୁ କରିଛି ଦୂର 

ମାଆ ମାଟି ପାଇଁ ହାତେ ଅସ୍ତ୍ର ଧରି 

ଜଗିଛି ସୀମାରେ ମୁଁ ଦେଶ ବୀର !!

ବନ୍ଧୁକ ଗୁଳିରେ ଜୀବନ ଦେବି ମୁଁ 

ଦେଶଦ୍ରୋହୀ କେବେ ହେବି ନାହିଁ 

ଶତ୍ରୁ ସାଥେ ହାତ ମିଳାଇବି ନାହିଁ 

ନିଜକୁ ତା ପାଖେ ଵିକିଵି ନାହିଁ !!

ବନ୍ଧୁକ ମୁନରେ ଜୀବନଟା ମୋର 

କେବେ ଚାଲି ଯିବ କିଏ କହିବ 

ଦେଶ ମାତୃକାର ସେବା ପାଇଁକି 

ସ୍ମୃତି ଚି଼ହ୍ନ ଟିଏ ହୋଇ ରହିବ !!



Rate this content
Log in

Similar oriya poem from Inspirational