Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alaka Nanda

Inspirational

4.0  

Alaka Nanda

Inspirational

ବନ୍ଧୁ

ବନ୍ଧୁ

1 min
163


ବନ୍ଧୁଟିଏ ବୁଝିପାରେ

ହସ ପଛର ଦରଦ 

ପ୍ରେମ ଆଚ୍ଛାଦିତ କ୍ରୋଧ।

କାରଣ ନୀରବତାର 

ମଧୁରତା ସବୁ ସମ୍ପର୍କର।

ବନ୍ଧୁତାରେରେ ଭେଦ ଭାବ ନାହିଁ 

ରାଗ ହିଂସାର ଅନୁଭବ ନାହିଁ ।

ବାଦ ପ୍ରତିବାଦର ପ୍ରଶ୍ନ ନାହିଁ 

ଧନୀ ଗରୀବର ଶବ୍ଦକୋଷ ନାହିଁ।

ବନ୍ଧୁତ୍ୱ 

 ଅଭିଳାଷ ଏକ ସୁନ୍ଦର ଜୀବନଚର୍ଯ୍ୟାର  

ବର୍ଷା  ଏକ ଅଶାନ୍ତ ଝଡ ପରର

ସେତ ବିଶ୍ୱାସ ନାଆର ନାଉରୀ  

ଜାଣିପାରେନା କେ ଭାଇ କେ ଭଗାରୀ।

ବନ୍ଧୁ

ଏକ ସୁକୋମଳ ମିଠା ଶବ୍ଦ କୋଷ 

ଏକ ସୁନ୍ଦର ବ୍ୟକ୍ତି ବିଶେଷ।

ଏକ ବିରାଟ ମହୋତ୍ସବର ପ୍ରତୀକ  

ସେ ତ ସତ୍ୟପଥର ପ୍ରଦର୍ଶକ ।



Rate this content
Log in

Similar oriya poem from Inspirational