STORYMIRROR

Prafulla Kumar Tripathy

Romance

3  

Prafulla Kumar Tripathy

Romance

ବନ୍ଧନ

ବନ୍ଧନ

1 min
185


ଏକା କରି ମୋତେେ

ଆଜି ଯାଉଛ ଚାଲି

ମୋତେ ଛାଡି ତୁୁମେ

ରହି ପାରିବକି ଭୁଲି ।

କେଡେ ଆଶା ରଖିିଥିଲି

ତୁମରି ଆଶାରେ

ନିରାସ କରିଦେଲ

କେଉଁ ଭରସାରେ ।

ଉଜଳ ହେଉ ତୁମ ଜୀବନ

ତୁମ ସାଥିକୁ ପାଇ

ଭୁଲିଯିବ ମୋତେେ ତୁମେ

ସେ ସାଥିକୁ ଚାହିଁ ।

ବିଚାରିଥିଲ କିି ମନରେ

ନିଜେ ଯିବ ଚାଲି

ଛାଡି ଦେଇ ମୋତେ

ରହି ପାରିବକି ଭୁଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance