STORYMIRROR

Tapan kumar Sahu

Inspirational Others

3  

Tapan kumar Sahu

Inspirational Others

ବନା

ବନା

1 min
236

 ଧୋବ ସରସର ଗୁରସିଆ ଦେହେ

ମାଖିଛେ ନନିତ ବନା

ଏନ୍ତା ଯତନେ ଫୁଟି ଦେଇଛେ ଫୁଲ

ଭମରା ତ ବାଟ ବନା ll


ମନ ଘିନୁଛେ ସପୁର ଅଁଟା ଚାଲି

ଆଏଲେ ଖୁଇଲ ବୁଲି

ଧଙ୍ଗରା ପିଲେତ ଲେପରି ହେଇଯେ 

ଆଉଛତ ପଛେ ବୁଲି ll


ଗାଁଟା ଯାକର ଟୁପୁରୁ ଫୁସୁର ତ

ଅନିଛେ ଗୁରିତ ଧନ

ଲୋକବାକ ଦେଖାଚାହାଁ ସଭେଁ

କିକାଲ ବନା ବୋଲି ଧନ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational