STORYMIRROR

Sanjukta Padhi

Tragedy

3  

Sanjukta Padhi

Tragedy

ବଳାତ୍କାର

ବଳାତ୍କାର

1 min
204



ଓହୋଃ କି ଦୁଃଖ

କ'ଣ ଶୁଣିବାକୁ ମିଳେ

ସାତ ବର୍ଷର ବାଳିକା

ଆଜି ..... .... ....

ବଳାତ୍କାର ।।

ଖବରଟା ଅପ୍ରାସଙ୍ଗିକ

ହେଲେ ବି ଯୁକ୍ତିଯୁକ୍ତ,

ଏତକ ପଢି ସାରି

ମୀନାକ୍ଷୀ ଦେବୀ

ଅଚେତ୍ ପ୍ରାୟ ।

କିଛି ଦିନ ପରେ ସେ

ନିଜେ ଗର୍ଭପାତ କଲେ

କାରଣ ଝିଅଟିଏ ଥିଲା

ତାଙ୍କ ନିଜ ଗର୍ଭରେ।

ସମାଜକୁ ସାମ୍ନା

କରିବା ପୂର୍ବରୁ

ନିଜ ଇଚ୍ଛାକୁ ସେ

ଜାଳି ପୋଡ଼ି

ପାଉଁଶ କରିଦେଲେ।

ମାଆ କେବେ ନିଷ୍ଠୁର ନୁହେଁ

ପରିସ୍ଥିତି ତାକୁ

ଏଇ ଦଣ୍ଡ ଦିଏ,

ସେ କଳଙ୍କିତ ହୁଏ

ସତ ହେଲେ,,,

ସେ କେଵେ ବି ତ

କଳଙ୍କିତ ନୁହେଁ ।।

    



Rate this content
Log in

Similar oriya poem from Tragedy