STORYMIRROR

Suchismita Behera

Abstract Action Inspirational

3  

Suchismita Behera

Abstract Action Inspirational

ବିଶିଷ୍ଟ ପରିଚୟ

ବିଶିଷ୍ଟ ପରିଚୟ

1 min
250

ପାଠପଢାର ଆନନ୍ଦ ନେଇ,

ନାନାଦି ଗବେଷଣାର ଆଧାରିତ ହୋଇ,

ଯେବେ ଭବିଷ୍ୟତର ଆହ୍ବାନ ଶୁଣିଲା

ଉଜ୍ଜଳତାରେ ନିଜ ପ୍ରତିରୂପ ସାଜିଲା ।


ସମାଜର କଲ୍ୟାଣ ହେଲା ତାର ଲକ୍ଷ୍ଯ

ବିଶ୍ବର ବିକାଶ ନିମନ୍ତେ ଓହରିଲା ବକ୍ଷ

ବାଲି ଘଡିର ସୁକ୍ଷ୍ମ କଣିକା ସମ୍ମୁଖରେ

 ନିୟୋଜିତ କଲା ପ୍ରତିଟି ମୁହୂର୍ତ୍ତ ।।


ଗୁରୁ ଯେବେ ନିଜ ଶିଷ୍ଯର ପ୍ରଗତି

ସୁଚାରୁ ରୂପେ ଚାହେଁ,

ବିଶ୍ବ ଦରବାରେ ବିନମ୍ର ରୂପରେ

ତାହା ନିଶ୍ଚେ ପ୍ରତିଫଳିତ ହୁଏ ।।


ବିଭିନ୍ନ ବିଷୟରେ ପାରଦର୍ଶିତା ଲାଭ କରି

ବିବେଚିତ ହେଲା ସେ ବିଶିଷ୍ଟ ଜୀବିକାରେ

ଆଜି ଦେଖି ତାର ଏହି ସୁନ୍ଦର ପରିଚୟ

ସମାଜର ସୁରକ୍ଷା ହୁଏ ସହାୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract