STORYMIRROR

PURNA CHANDRA PANDA Purna

Action Classics Others

4  

PURNA CHANDRA PANDA Purna

Action Classics Others

ବିଶ୍ୱ କବିତା ଦିବସ

ବିଶ୍ୱ କବିତା ଦିବସ

1 min
328

ସମଗ୍ର ପୃଥ୍ଵୀରେ ସର୍ବତ୍ର ପାଳିତ

ବିଶ୍ୱ କବିତା ଦିବସ

ଏହି ଦିନଟିକୁ ସ୍ମରଣ ରଖିବା

ଏମାର୍ଚ୍ଚର ଏକୋଈଶ l


କବିତା କେବଳ ଗୋଟିଏ ମାଧ୍ୟମ

ଅଭିବ୍ୟକ୍ତି ପ୍ରକାଶର,

ଆଉ ଯେତେ ଅଛି ସାହିତ୍ୟ ବିଭାଗ

ନୁହଇଁ ଏତେ ସୁନ୍ଦର l


ଅନୁଭଵ ଆଉ ଭାବ ପ୍ରବଣତl

କବିତାରେ ସୃଷ୍ଟି ହୁଏ,

ତେଣୁ ପୃଥିବୀର କୋଣ ଅନୁକୋଣେ

କବିତା ଦିବସ ଇଏ l


କାବ୍ୟିକ ମଧ୍ୟମେ ଭାଷା ବିବିଧତା

ସାମର୍ଥନ କରିବାକୁ,

ଭାଷାଗୁଡିକର ପୁନରୁ ତ୍ ଥା ନ

ଉଦ୍ଦେଶ୍ୟରେ ଏ ଦିବସ

ବିଶ୍ୱ ସାରା ଖାଲି ପଠନ ଲିଖନ

ଓ ପ୍ରକାଶନ ଅବଶ୍ୟ l


ଶିକ୍ଷଣ ପ୍ରକ୍ରିୟା ପ୍ରୋ ତ୍ସl ହନ ପାଇଁ

ଜାତିସଙ୍ଘର ପ୍ରକ୍ରିୟା

ବୈଜ୍ଞାନିକ, ସଂସ୍କୃତିକ ସଂଗଠନ

ଏ ଦିବସ ପlଳେ ଆହା l


ଉଣେଇଶ ସହ ଅନେଶତ ଠାରୁ

ପାଳିତ ହୋଇଆସୁଛି,

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ

ସାହିତ୍ୟ ବାସି ଉଠୁଛି l


ସାହିତ୍ୟରେ କବିତାର ଆନ୍ଦୋଳନ

କରିବାକୁ ଦୃଢ଼ୀଭୂତ

ୟୁ ନେ ସ୍କୋ ର ଏ ଅଟେଇ ମୂଳଲକ୍ଷ୍ୟ

ପ୍ରାଚୀନ,ଆଧୁନିକତ l


ସମ୍ନାନ ଦେବାକୁ ସାହିତ୍ୟରେ ଗୀତ

ଆବୃତ୍ତି ରହିବା ଧାର୍ଯ୍ୟ

ଚଳିତ ଥର ପାଳିବା ମୁଦ୍ଦା ହେଲା

ପ୍ରଗତିର ଭlଷା (କବିତା ) ସୂର୍ଯ୍ୟ ।


Rate this content
Log in

Similar oriya poem from Action