STORYMIRROR

Manasmita Parida

Abstract

2  

Manasmita Parida

Abstract

ବିନ୍ଦୁଏସିନ୍ଦୁର

ବିନ୍ଦୁଏସିନ୍ଦୁର

1 min
149

ବିନ୍ଦୁଏ ସିନ୍ଦୁର ସେ

ରକ୍ତିମ ବର୍ଣ୍ଣର

କିଛି ଗୁଣ୍ଡ ମାତ୍ର

କିନ୍ତୁ ସେ ବହୁ ଶକ୍ତିଶାଳୀ

ଦିଏ ସାଧବାକୁ ତା ପରିଚୟ 

ସେହି ବିନ୍ଦୁଏ ସିନ୍ଦୁର

ବିବାହିତା ନାରୀର 

ପ୍ରଥମ ଲୋଡ଼ା

ବଢ଼ାଏ ତା ସ୍ୱାମୀର ଆୟୁଷ

ଆଦରକରେ କରନ୍ତି

ତାକୁ ମଥାରେ ପିନ୍ଧିବା ପାଇଁ

ବିନ୍ଦୁଏ ସିନ୍ଦୁର

ଦି ପଟ ଶଙ୍ଖାରେ ହୁଏ

ସମ୍ପର୍କ ମଜବୁତ

ଯାହା ଯୋଡ଼ିଥାଏ ଦୁଇ ହୃଦୟକୁ

ସେହି ନାଲି ସୂତାର ସରୁ ଖିଅରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract