Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

NARAYANA NEWS

Romance

3  

NARAYANA NEWS

Romance

ବିନା ତୂଳୀରେ ମୁଁ ଆଙ୍କୁଛି ଛବି

ବିନା ତୂଳୀରେ ମୁଁ ଆଙ୍କୁଛି ଛବି

1 min
218


କେତେ ରଙ୍ଗମାଖି ଫୁଲେଇ ଫଗୁଣ 

ଫଗୁରେ ସଜେଇ ହୋଇଛି,

ଫୁଲ ସବାରୀରେ ପ୍ରେମର ପସରା 

ସରାଗେ ସଜାଡି ଦେଉଛି,

ଆମ୍ର ମୁକୁଳର ମହୁଆ ବାସ୍ନାରେ 

ବସନ୍ତ ବିଭୋରେ ନାଚୁଛି,

ମଧୁ ମଳୟର ଶୀତଳ ପରଶେ

କୋଇଲିଟା ଗୀତ ଗାଉଛି,

ହେଲେ ତୁମ ବିନା ମୋ ମନ ଆକାଶେ 

କଳା ମେଘ ଢାଙ୍କି ଦେଉଛି,

ଫିକା ଲାଗେ ମତେ ସାରା ଦୁନିଆଟା

ତୁମ ପାଇଁ ମନ ଝୁରୁଛି,

ତୁମରି ସ୍ମୃତିକୁ ସାଉଁଟି ସାଥିରେ

ଜିଇଁବାର ଛବି ଆଙ୍କୁଛି !


Rate this content
Log in

Similar oriya poem from Romance