Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

NARAYANA NEWS

Romance

3  

NARAYANA NEWS

Romance

ତଫାତ୍

ତଫାତ୍

1 min
201


ସେଇଦିନ ଆଉ ଏଦିନ ଭିତରେ ବଦଳି ଯାଇନି ଦିନ,

ସେଦିନ ବି ଥିଲା ଆଜିବି ରହିଛି 

ଆକାଶେ ପୁନେଇଁ ଜହ୍ନ,

ବସନ୍ତ ଆସିଲେ ଏବେବି ଶୁଭୁଚି 

କୋଇଲିର କୁହୁତାନ,,

ନିଦ ଆସିଗଲେ ନିବୁଜ ନୟନେ

ଏବେବି ଦେଖେ ସପନ,

ଘାତ, ପ୍ରତିଘାତ, ଅଭାବ, କଷଣେ

ବଦଳି ଯାଇନି ମନ।

ବଦଳି ଯାଇଛି ଏତିକି କେବଳ

ସେଦିନର ଯଉବନ।


Rate this content
Log in

Similar oriya poem from Romance