ବିଲୁପ୍ତ
ବିଲୁପ୍ତ
ଜାଣିଛି..
ଅସମ୍ପୂର୍ଣ୍ଣ ତୁମେ..
ମୋ ଅସ୍ତିତ୍ଵ ବିନା...
ତଥାପି..
ସମ୍ପୂର୍ଣ୍ଣତା ତୁମ..
ମୋ ସ୍ଵୀକୃତି ଚାହେଁନା..
ଏତିକି..
ସତ୍ୟ ଚିରନ୍ତନ ସ୍ଥାୟୀ..
କେବେ ପ୍ରମାଣ ଖୋଜେନା..
ଅଭିନ୍ନ...
ମୋ ସହାୟତା...
ନିରବିଚ୍ଛିନ୍ନ..
ମୋ ଅଭିନ୍ନତା..
ପ୍ରମାଣ ଶୂନ୍ୟ..
ମୋ ଆବିଳତା.....
ହେମନ୍ତର ଆତୁରତା..
ୠତୁଚକ୍ର ଅବର୍ତ୍ତମାନରେ...
ନିଷ୍ପେସିତ ଯା ଅସ୍ମିତା...
