STORYMIRROR

Ranjita Das

Inspirational

2  

Ranjita Das

Inspirational

ବୀରଙ୍କୁ ଏ କଲମ କରେ ସମ୍ମାନ

ବୀରଙ୍କୁ ଏ କଲମ କରେ ସମ୍ମାନ

1 min
249

ପାଖରେ ଭାଷା ନାହିଁ ତୁମ ବୀରତ୍ବର ଗାଥା 

ଲେଖିବାକୁ କି କହିବାକୁ ।

ଏଇ ତୁଣ୍ଡ ଦୋହରାଇ ପାରେନି 

ତୁମ ସାହାସିକତାର ପ୍ରତ୍ୟେକ ଶବ୍ଦକୁ 

ତୁଚ୍ଛ ମଣିଷ ଯେ ମୁଁ, ସେ ସବୁ ବଖାଣିବାକୁ 

ମୋ ଜିଭରେ ହାଡ ନାହିଁ ।

ତଥାପି ଏଇ କୁନି କଲମ 

କିଛି କିଛି ପ୍ରୟାସ କରେ ତୁମ 

ସାହାସିକତା ଆଉ ବୀରତ୍ୱକୁ କିଛି

କାଗଜରେ ଗାରେଇବା ପାଇଁ ।


Rate this content
Log in

Similar oriya poem from Inspirational