STORYMIRROR

Prahallad Sahoo

Tragedy Action Classics

3  

Prahallad Sahoo

Tragedy Action Classics

ବିଦ୍ୟାଳୟର ଖୁସି

ବିଦ୍ୟାଳୟର ଖୁସି

1 min
199

ଇଞ୍ଚିଡି ମିଞ୍ଚିଡି ଧାଇଁ ଚିଡି ଚିଡି କଇଁଚି କାକୁଡି ପିତା ନଳିତା

ଆସରେ ପିଲେ ଶୁଣିବା ଆମ ବିଦ୍ୟାଳୟର ଖୁସି କଥା ।


ଶରତରେ ପୂଜା କରୁ ବିଦ୍ୟାଦାୟିନୀ ମାଆ ସରସ୍ବତୀଡ୍ରାମା, ଏକକ ଅଭିନୟ, ସଙ୍ଗୀତରେ ବେଳ ଯାଏ ବିତି।


ପନ୍ଦର ଅଗଷ୍ଟ ସ୍ବାଧୀନତା ଦିବସ ଭୁଲିହେବକି କେବେ

ହାତେ ତ୍ରିରଙ୍ଗା ମୁଖେ ଜାତୀୟ ସଙ୍ଗୀତ ଗାଆନ୍ତି ସର୍ବେ।


ଗୁରୁଦିବସରେ ଗୁରୁଙ୍କ ପୂଜାକରି ଲଭିଛୁ ଆଶୀର୍ବାଦ

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଯେ ମହେଶ, ଗୁରୁଦେବ

ରାତିସାରା ନିଦ ହୁଏନାହିଁ ସକାଳକୁ ଗଣେଷ ପୂଜା

ବଡିଭୋରରୁ ଉଠି ଫୁଲ ତୋଳିବାରେ କେତେ ମଜା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy