ସାଗର ମନ୍ଥନେ ବାସୁକୀର ହଳାହଳ ବିଷ କଲ ପାନ ନୀଳକଣ୍ଠେଶ୍ଵର ନାମରେ ସେଦିନୁ ଭଜିଲେ ଭକତଜନ ସାଗର ମନ୍ଥନେ ବାସୁକୀର ହଳାହଳ ବିଷ କଲ ପାନ ନୀଳକଣ୍ଠେଶ୍ଵର ନାମରେ ସେଦିନୁ ଭଜିଲେ ଭକତଜନ
ମହୀରୁହ ଛିଡା ମନ୍ଦାକିନୀ ପୀଡା ମହୀଧର ଦେଖି ଥରେ । ମହୀରୁହ ଛିଡା ମନ୍ଦାକିନୀ ପୀଡା ମହୀଧର ଦେଖି ଥରେ ।