STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ବିଡମ୍ବନା

ବିଡମ୍ବନା

1 min
362

ପୁନେଇଁ ଜହ୍ନ କାହାପାଇଁ

ମଧୁ ଝରାଏ

ତ କାହା ଆଖିରେ ଲୁହ

ଫଗୁଣ କାହା ପ୍ରେମ ପାଇଁ ମେଘ ହୋଇ ବରଷା ଆଣେ

ତ କାହା ପାଇଁ ବେରଙ୍ଗୀ ହୋଇ ନିଦ ହଜାଏ

ବରଷା କାହାକୁ ଭିଜାଇ ଗୀତ ଗାଏ

ତ କାହା ଅଗଣାରେ ବନ୍ୟା ଆଣି ସବୁ ଭସାଇ ନିଏ

ଆକାଶ କାହା ପାଇଁ ଟିକି ଟିକି ତାରା ସଜାଏ

ତ କାହା ପାଇଁ ବଜ୍ର ଆଣି ସବୁ ସାରିଦିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract