Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Brundabana Pradhan

Romance

2  

Brundabana Pradhan

Romance

ବିବାହ

ବିବାହ

1 min
117


ଦେଖି ନାହିଁ ଜାଣି ନାହିଁ 

ଅଜଣା ପକ୍ଷୀ ଟିଏ,

କିଛି ଦିନ ଗଲା ପରେ 

ମୋ ମତିରେ ବସାବାନ୍ଧି ଦିଏ । 


ପ୍ରତି ମୂହୁର୍ତ୍ତରେ ମତେ ସେ

ଆବୋରୀ ନେଉଥାଏ.

ମୋ କଥା ସବୁକୁ 

ଧିରେ ଧିରେ ଆପଣେଇ ବସେ । 


ମୋ ହୃଦୟ ପୃଷ୍ଠାକୁ 

ଅକ୍ତିଆର କରିପକାଏ 

ଛୋଟ ଶିଶୁଟିଏ ପରି । 


Rate this content
Log in

Similar oriya poem from Romance