ବିବାହ
ବିବାହ


ଦେଖି ନାହିଁ ଜାଣି ନାହିଁ
ଅଜଣା ପକ୍ଷୀ ଟିଏ,
କିଛି ଦିନ ଗଲା ପରେ
ମୋ ମତିରେ ବସାବାନ୍ଧି ଦିଏ ।
ପ୍ରତି ମୂହୁର୍ତ୍ତରେ ମତେ ସେ
ଆବୋରୀ ନେଉଥାଏ.
ମୋ କଥା ସବୁକୁ
ଧିରେ ଧିରେ ଆପଣେଇ ବସେ ।
ମୋ ହୃଦୟ ପୃଷ୍ଠାକୁ
ଅକ୍ତିଆର କରିପକାଏ
ଛୋଟ ଶିଶୁଟିଏ ପରି ।
ଦେଖି ନାହିଁ ଜାଣି ନାହିଁ
ଅଜଣା ପକ୍ଷୀ ଟିଏ,
କିଛି ଦିନ ଗଲା ପରେ
ମୋ ମତିରେ ବସାବାନ୍ଧି ଦିଏ ।
ପ୍ରତି ମୂହୁର୍ତ୍ତରେ ମତେ ସେ
ଆବୋରୀ ନେଉଥାଏ.
ମୋ କଥା ସବୁକୁ
ଧିରେ ଧିରେ ଆପଣେଇ ବସେ ।
ମୋ ହୃଦୟ ପୃଷ୍ଠାକୁ
ଅକ୍ତିଆର କରିପକାଏ
ଛୋଟ ଶିଶୁଟିଏ ପରି ।