ବିବାହ
ବିବାହ
ଟୁକେଲ ଜନମ୍ କାଏଁ ଯେ ହେଇଛେ
ବିହା ହେଇକରି ଯିବା କେ ପର୍ ଘର୍ ,
ଟୁକେଲ ବି କମେଇ ପାର୍'ଲେନ
ମାଆ,ବୁଆକେ କରି ନିଜର୍ ।
ପିଲା,ଟୁକେଲ ଧନ୍ ସମ୍ପତି
ସବୁ କହୁଛ ସମାନ,
ପିଲା ରହେଲେ ,ଟୁକେଲ ଘରେ
କାଏଁଯେ ହେବା ଅପମାନ ?
ପିଲା ଜାଣା କରି ପାର୍'ସି
ଟୁକେଲ ବି ତାଣା କରି ପାରୁଛେ,
କେତେ ଦିନ୍ ବିହା ହେଇଁ ଟୁକେଲ୍ ଯିବା
ପିଲା କେନ୍ତା ନାଇଁ ଆସୁଛେ ?
ଛୋଟ୍ ନୁ ବଡ୍ ହେବାର ତକ୍
ଲାଡେ ଗେଲେ,ଦୁହେଁ ବଢି ଥିସନ୍,
ବିହା ହେଲା ସମିଆଁ ଥି
ଟୁକେଲ କେ ,ପିଲା ଘର୍ ପଠାସନ୍ ।
କେତେ ଦିନ୍ ଏନ୍ତା ଚଲବା
ଟୁକେଲ କେ ଖାଲି ଦୁଃଖ୍ ମିଲବା,
ବିହା ହେଇକରି ଟୁକେଲ
ପିଲା ଘର୍ କେ ଯାଉଥିବା ?
ପହେଲା ଜମାନା ନୁହେଁ ସେ ଇଁଟା
ଟୁକେଲ ଖାଲି,ପିଲା ଘର୍ ଯାଏଁତା,
ସବୁ ଇନ ସମାନ ହେଲାନ
ପିଲା ବିହା ହେଇକରି,ଟୁକେଲ ଘର ଆଏଁତା !
ସମ୍'କୁ ମୁଇଁ ମାରୁଛେ ମୁଡିଆ
ଟୁକେଲ କେ ନାଇଁ ଭାବବ୍ ପର୍,
ସମିଆଁ ସାଙ୍ଗେ ବଦିଲ୍'ମା ଆମେ
ପିଲା କେ ପଠାମା ଟୁକେଲ ଘର୍ ।