STORYMIRROR

Prabhati Mahapatra

Romance Tragedy Others

3  

Prabhati Mahapatra

Romance Tragedy Others

ଭୂଲି ଯାଇ ଭଲ କରିଛ

ଭୂଲି ଯାଇ ଭଲ କରିଛ

1 min
187

ମୁଖ କୁରୁବିନ୍ଦେ ମୋର ଉଦାସର ଛାୟା

ବିରାଟ ବଡ ପ୍ରଭଞ୍ଜନର ଆଘାତ

ନିନ୍ଦିତ ଜୀବନଟାକୁ ବିସର୍ଜନ କରି ଦେବାକୁ ଇଛା ।

ତୁମେ ଠିକ୍ କରିଛ " ପ୍ରତାରଣା କରି,

ସତ କହୁଛି , ଆଜି ଠାରୁ ପୁନେଇଁ ଜହ୍ନ ବାଟ ଭୂଲିବ ..

ଆମେ ସମୟ ପୂର୍ବରୁ ଦୁହେଁ ବସି ତାକୁ ନେଇ

କବିତାର ସ୍ତୁପ ଗଢିବାନି,

ଆମେ ଲାଗି ପଡ଼ିବା ପରଚର୍ଚ୍ଚା ନିନ୍ଦାରେ 

ଆଉ କ'ଣ ବା କରି ପାରିବା ....

ଆମ ପରି ସ୍ଵାର୍ଥପର କିଏ ଅଛି ।

ଆମର ଆଶା ଆକାଂକ୍ଷା ସୀମା ହୀନ

ଦିନ ରାତି ଖୋଲା ଆଖିରେ ସ୍ବପ୍ନ ଭାସେ ।

ବିନା ପ୍ରେମେ ବିମୁଢ ମନ ଖୋଜେ ଐଶ୍ଵର୍ଯ୍ୟ ସ୍ଵାଦ

ବିମୁକ୍ତି ତ ତ୍ୟାଗ ବଳିଦାନରେ ନିହିତ ........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance