ଭୁଲିଯାଅ ଅମଣିଷ କୁ...
ଭୁଲିଯାଅ ଅମଣିଷ କୁ...
ଭଲପାଅ ଥରେ ନିଜକୁ
ଭୁଲିଯାଅ ନିଶାଦ୍ରବ୍ୟକୁ
ଭଲପାଅ ବାପା ମାଆକୁ
ଭୁଲିଯାଅ ବୃଦ୍ଧାଶ୍ରମକୁ
ଭଲପାଅ ଭାଇ ଭଗ୍ନୀକୁ
ଭୁଲିଯାଅ ନିଜ ସ୍ୱାର୍ଥକୁ
ଭଲପାଅ ସାଙ୍ଗ ସାଥିକୁ
ଭୁଲିଯାଅ ନିଜ ଗର୍ବକୁ,
ଭଲପାଅ ବୃଦ୍ଧ ବୃଦ୍ଧାକୁ
ଭୁଲିଯାଅ ସବୁ ଘୃଣାକୁ
ଭଲପାଅ ନିଜ ଦେଶକୁ
ଭୁଲିଯାଅ ଦେଶ କ୍ଷତିକୁ
ଭଲପାଅ ଗଛ ବୃକ୍ଷକୁ
ଭୁଲିଯାଅ ବୃକ୍ଷ କଟାକୁ
ଭଲପାଅ ସବୁ ପ୍ରାଣୀକୁ
ଭୁଲିଯାଅ ପ୍ରାଣୀ ମାଂସକୁ
ଭଲପାଅ ଭଗବାନଙ୍କୁ
ଭୁଲିଯାଅ ଅମଣିଷକୁ
