STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଭୁଲିପାରୁନି ମୋ ଗାଆଁ ମାଟିକୁ

ଭୁଲିପାରୁନି ମୋ ଗାଆଁ ମାଟିକୁ

1 min
245


ମୋ ଗାଆଁ ମାଟି ମୋ ପାଇଁ

ସରଗଠୁ ବଳି ଭୁଲି ହୁଏନା

ତା ସୌନ୍ଦର୍ଯ୍ୟମୟ ପରିବେଶ

ସାଇତା ହୋଇ ରହିଛି ଯାହା

ମୋ ମନ ମନ୍ଦିରର ସ୍ମୃତି

ରୌପ୍ୟ ଫରୁଆରେ 

ପୁଲକିତ କରାଏ ପ୍ରତି କ୍ଷଣେ

ଉଲ୍ଲସିତ ଚକ୍ଷୁ ପଲକ ସଦା

ଉଠଇ ଜାଗି ଉନ୍ମାଦିନିର

ନାଦରେ ଯାଏ ବୋହି

ଚୁଲବୁଲି ଝରଣାଟି ପରି

ମହକରେ ଭରା ଜନମ ମାଟିର

ମଧୁମୟ ପ୍ରୀତି ଫୁଲି ଫୁଲି

    ଉଠଇ ମାତି

ନାଚି ନାଚି ଯାଏ ତରଣୀ ସାଜି

ଭୁଲି ହୁଏନା ତାର ବିଲ ବନ

ଭରା ସମାବେଶର ଜ୍ୟୋତି

ଫୁଲ ପଳ ଭରା ସବୁଜ

ବନାନୀ ଢାଳିଦିଏ ଜାଗୃତିର

ଅଭୁଲା ସେନେହ ଚଇତାଳି

ଆଙ୍କିଦିଏ ତାରି ପ୍ରତି ଛବି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational