STORYMIRROR

Padmini Parida

Inspirational Others

3  

Padmini Parida

Inspirational Others

ବହିଷ୍କାର

ବହିଷ୍କାର

1 min
143

ବହିଷ୍କାର ପୁଞ୍ଜିଭୂତ ରୁମଟା କୁ ଅସନ୍ତୋଷର ଉଗ୍ର ଉଦ୍ବିରଣ 

ଶ୍ରମିକଙ୍କ ବିସ୍ପୋରଣ ଚରମ ମତାନ୍ତର ପ୍ରତିଫଳିତ।

 ବର୍ଷ ବର୍ଷ ଧରି ଚାଲିଥିବା ମାନସିକ ଆର୍ଥିକ ଶୋଷଣ

 ବିରୁଦ୍ଧ ରେ ଶ୍ରମିକଙ୍କ ଦୃଢ ସ୍ବର ଉତ୍ତୋଳନ।

 ବହିଷ୍କାର ବ୍ୟାଭିଚାର କୌଶଳିତ ନିରସ୍ତ ପରିସ୍ପୁଟନ

   ଶ୍ରମିକଙ୍କ ଶୋଷଣ ପାଇଁ ଚାଲିଛି ଷଡ଼ଯନ୍ତ୍ର।

  ଅଦୃଶ୍ୟ ଅପରିମିତ ଛଳନାରେ ରୁମଟା ର ଶୋଷଣ

  ରାଷ୍ଟ୍ରଦ୍ରୋହୀ ପକ୍ଷପାତି ଛଦ୍ମବେଶୀ ରୁମଟା ର ଫଳକ।

 ବହିଷ୍କାର ଶ୍ରମିକଙ୍କ ବୈପ୍ଲବିକ ଚେତନାର ନବ ଜାଗରଣ

  ହୃଦୟରେ ଶ୍ରମିକଙ୍କ ଉନ୍ନତିର ଚେଷ୍ଟା।

  ଶ୍ରମିକ ମାନସିକ ଦାସତ୍ୱରୁ ମୁକ୍ତି ବଳିଷ୍ଠ ଉତ୍ତମ ମାଧ୍ୟମ

  ଆତ୍ମ ନିର୍ଭରର ଉତ୍ସାହ କରଇ ପ୍ରଦାନ।

  ସମାଜରେ ଆଦିବାସୀ ଶ୍ରମିକଙ୍କ ଆର୍ଥିକ ସାଧନ

  ଶ୍ରମିକଙ୍କ ସମାନ ଅଧିକାର ଅଟଇ ସଠିକ୍।

  ଶ୍ରମିକ ଙ୍କ ମୂଲ୍ୟ ର ଚୟନ ଅଟଇ ପ୍ରାପ୍ତ

  ଶ୍ରମ ଲୁଟିନେଇ ନୀଚ୍ଚ ନ୍ୟସ୍ତ ସ୍ୱାର୍ଥ କରନ୍ତି ସାଧନ।

  ଶ୍ରମିକଙ୍କ ଉପରେ ଦୁର୍ଗତି ପଡ଼ଇ ଦୁର୍ଦ୍ଦଶା

  ରୁମଟା କମ୍ପାନୀ ବ୍ୟବସ୍ଥାରେ ଭଷ୍ଟାଚାର ଥାପଇ ଆସନ।

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational