STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଜଙ୍ଗଲ ମହୋତ୍ସଵ

ଜଙ୍ଗଲ ମହୋତ୍ସଵ

1 min
131


ଗଛ ଲଗାଇବା ଆସ ପ୍ରକୃତି କୁ ବଞ୍ଚାଇବା

ଗଛ ର ମହତ୍ତ୍ବ କୁ ଆସ ବୁଝିବା

ଗଛ ଥିଲେ ସିନା ବର୍ଷା ହୋଇବ

ଠିକ ସମୟ ରେ ବର୍ଷା ମିଳିବ

ଗଛ ଥିଲେ ଖରା ହୋଇବ ନାହିଁ

ଗଛ ଥିଲେ ଅମ୍ଲଜାନ ମିଳିବ ଭାଇ

ଗଛ ଲଗାଇ ଆସ ବନାନୀ କରିବା

ସୁସ୍ଥ ପରିବେଶ ଆମେ ଗଢ଼ିବା

ଗଛ ଲଗାଇଲେ କୋଟି ପୁଣ୍ୟ ମିଳେ

ଗଛ ଥିଲେ ଫୁଲ ଫଳ ସବୁ ଫଳେ

ଗଛ ଲଗାଇଲେ ଜଙ୍ଗଲ ହୋଇବ

ଆମ ପଶୁ ସମ୍ପଦ ର ସୁରକ୍ଷା ହୋଇବ

ଗଛ ଲଗାଇ ସବୁଜ ପରିବେଶ କରିବା

ଗଛ ଲଗାଇବା ଆସ ଜଙ୍ଗଲ ଗଢିବା

ଜଙ୍ଗଲ ଥିଲେ ପ୍ରକୃତି ରକ୍ଷା ହୋଇବ

ଜଙ୍ଗଲ ହିଁ ଆମ କୁ ସୁରକ୍ଷା ଦେବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational