Mamata Priyadarshini Sahu
Tragedy
ଏତେ ନୃଶଂସ ଏ ଭୋକ ?
ଶୈଶବେ ଅମୃତ ପାନ
ଯୌବନେ କି ଲାଗି ନାରୀ ବକ୍ଷୋଜ ବିଦାରଣ ।।
କ୍ରୁରତା ର ସୀମା ଟପେ
ଯେବେ ନାରୀ ମାଂସ ସକାଶେ
ପୁରୁଷର ଭୋକ ବଢେ ।।
ଏ ଭୋକ ପୁଣି ପ୍ରଶମିତ ହୁଏ
କଅଁଳ ଶିଶୁ କୁ ଦଳି ଚକଟି
ଦେବା ବେଳେ ।।
ହାୟରେ ଭୋକିଲା ମଣିଷ
ଆଉ କେତେ ଶତାଦ୍ଦୀ ଦରକାର
ଏ ଭୋକ ର ପ୍ରଶମନ ପାଇଁ???
ସଂଘର୍ଷ
ଶିଶୁ
ଭୋକ
ଘର
ଅଚିହ୍ନା ମଣିଷ
ମୋ ବାପା
ଶୀତ ସକାଳ
ପଞ୍ଚକ
ଶୀତଅନୁଭୂତି
ଜୀବନ
ସନ୍ଧି ସନ୍ଧି
ଆନନ୍ଦର ଉଜ୍ଜ୍ବଳ ମୁଖରେ ସାରା ଜଗତକୁ ଆଲୋକର ସୁଖ ଦେଇ ଶୀତଳତାର ପରଶ ଦେଇ କୋଟିକୋଟି ଶିଶୁଙ୍କ ମାମୁଁ ରୂପରେ... ଆନନ୍ଦର ଉଜ୍ଜ୍ବଳ ମୁଖରେ ସାରା ଜଗତକୁ ଆଲୋକର ସୁଖ ଦେଇ ଶୀତଳତାର ପରଶ ଦେଇ କୋଟିକୋଟି...
ନିଦରେ ନିଦରେ
ଦାଦନ ଦାନବ ଦାଦନ ଦାନବ
ବିନାଶ କରି ଅସୁର ସୁର କରିଲ ଉଦ୍ଧାର। ସୁରେଶ୍ଵରୀ ଦେବମାତା ବନ୍ଦନୀୟା ଏ ଧରାର।। ଦୁର୍ବଳକୁ ବଳ ଦେଉ ଗରିବକୁ ଧନ।... ବିନାଶ କରି ଅସୁର ସୁର କରିଲ ଉଦ୍ଧାର। ସୁରେଶ୍ଵରୀ ଦେବମାତା ବନ୍ଦନୀୟା ଏ ଧରାର।। ଦୁର୍ବଳ...
ତୁମେ ଗଲାପରେ ଅଛି ବାସ୍ତବରେ ନିଜକୁ ନିଜେ ପଚାରେ ତୁମେ ଗଲାପରେ ବନ୍ଦୀ ପଞ୍ଜୁରୀରେ ନିଜ ଛାଇକୁବି ଡର... ତୁମେ ଗଲାପରେ ଅଛି ବାସ୍ତବରେ ନିଜକୁ ନିଜେ ପଚାରେ ତୁମେ ଗଲାପରେ ବନ୍ଦୀ ପଞ୍ଜୁରୀରେ ...
ଏ ବୟସ କଣ ଚାଲିଯିବାର କି ? କେଉଁଠି ଗଲୁ ତୁ ହଜି, ଲୁହ କୋହ ଦେଇ ଚାଲିଗଲୁ ତୁହି ଅଫେରା ଅତିଥି ଏ ବୟସ କଣ ଚାଲିଯିବାର କି ? କେଉଁଠି ଗଲୁ ତୁ ହଜି, ଲୁହ କୋହ ଦେଇ ଚାଲିଗଲୁ ତୁହି ...
ଏ ଜୀବନ ଗଣିତ ବହି ଏ ଜୀବନ ଗଣିତ ବହି
ବିରହ ବିରହ
ରହି ଅଛି ବାକି ବାନ୍ଧିବାକୁ ରାଖି ଅପେକ୍ଷା ରେ ଅର୍ଘ୍ୟ ଥାଳି ଲୋତକର ନଈ ନେଇଛି ଭସାଇ ତ ରହି ଅଛି ବାକି ବାନ୍ଧିବାକୁ ରାଖି ଅପେକ୍ଷା ରେ ଅର୍ଘ୍ୟ ଥାଳି ଲୋତକର ନଈ ...
ଭୀରୁ ପ୍ରେମିକାର ବିଳାପ ଭୀରୁ ପ୍ରେମିକାର ବିଳାପ
ଲୋଡ଼ା ନାହିଁ ମୋର ଇନ୍ଦ୍ରପଦ ଅବା ବିଶ୍ବର ସକଳ ସମ୍ପଦ ଝାଟିମାଟି ଘରେ ମୋ ପଖାଳ କଂସାରେ ମୋ ସୁଖ ନିହିତ ଲୋଡ଼ା ନାହିଁ ମୋର ଇନ୍ଦ୍ରପଦ ଅବା ବିଶ୍ବର ସକଳ ସମ୍ପଦ ଝାଟିମାଟି ଘରେ ମୋ ପଖାଳ କଂସାରେ ମୋ ...
ସିଂହ ପରି ଥିଲା ପରାକ୍ରମ ଯାର ଥିଲା ଆମ୍ଭ ସିଂହଭୂମି, ଉତ୍କଳର ମଣି ଥିଲା ସିଂହଭୂମି ଆଜି ଶ୍ରୀହୀନଟି ... ସିଂହ ପରି ଥିଲା ପରାକ୍ରମ ଯାର ଥିଲା ଆମ୍ଭ ସିଂହଭୂମି, ଉତ୍କଳର ମଣି ଥିଲା ସିଂହଭୂମି ...
କିଛି ଭଲ ଲାଗୁନି ଭିତରେ କିଏ କୋରୁଛି ମା ସେ କେତେ କଷ୍ଟରେ ଜନ୍ମ ଦେଇ ମଣିଷ କରିଛି ତାର ବଳ ବୟସ ଖସିଲ... କିଛି ଭଲ ଲାଗୁନି ଭିତରେ କିଏ କୋରୁଛି ମା ସେ କେତେ କଷ୍ଟରେ ଜନ୍ମ ଦେଇ ମଣିଷ କରିଛ...
ଆସିରଗଡ଼ରେ ସଂଗ୍ରାମୀ ସୁରେନ୍ଦ୍ର ହରାଇଲେ ପଛେ ପ୍ରାଣ, ଗୋଲାମୀ ଶାସକ ନିକଟରେ ମୁଣ୍ଡ ନୁଇଁଲେନି କେଉଁଦି ଆସିରଗଡ଼ରେ ସଂଗ୍ରାମୀ ସୁରେନ୍ଦ୍ର ହରାଇଲେ ପଛେ ପ୍ରାଣ, ଗୋଲାମୀ ଶାସକ ନିକଟରେ ମୁଣ୍ଡ ନୁଇଁଲେ...
ଝୁରି ଝୁରି ମୋର ଜୀବନ ଯାଉଛି କପଟ ପ୍ରେମେ ତୁମରି । ଝୁରି ଝୁରି ମୋର ଜୀବନ ଯାଉଛି କପଟ ପ୍ରେମେ ତୁମରି ।
ନିଜ ମାଟି ନିଜ ପାଇଁ ପାଲଟୁ ବୈକୁଣ୍ଠ ଦୂର ହେଉ ସମୟର ଦାଦନ ସଙ୍କଟ ।। ନିଜ ମାଟି ନିଜ ପାଇଁ ପାଲଟୁ ବୈକୁଣ୍ଠ ଦୂର ହେଉ ସମୟର ଦାଦନ ସଙ୍କଟ ।।
ଜନ୍ମ କ'ଣ ଏକ ଅପରାଧ ? ଜନ୍ମ କ'ଣ ଏକ ଅପରାଧ ?
ଅଧରେ ଫୁଟାଅ ହସ ଅଧରେ ଫୁଟାଅ ହସ
ବିକୃତ ମାନସିକତାର ଶିକାର ଅମଡାବାଟର ଯେତେ ସବୁ ପଥିକ କେବଳ କହିବାରେ କଥାଟିଏ ହୋଇ ରହିଯାଏ ପ୍ରେମ , ଶାଶ୍ୱତ, ସତ... ବିକୃତ ମାନସିକତାର ଶିକାର ଅମଡାବାଟର ଯେତେ ସବୁ ପଥିକ କେବଳ କହିବାରେ କଥାଟିଏ ହୋଇ ରହିଯାଏ ...