STORYMIRROR

Mamata Priyadarshini Sahu

Others

3  

Mamata Priyadarshini Sahu

Others

ମୋ ବାପା

ମୋ ବାପା

1 min
403

( କ)

ଦୁଷ୍ଟ ହେଲାରୁ ପିଲାବେଳେ

ଅଝଟ ପଣିଆ ଦେଖି

ମା ମୋତେ ଚେତାଉ ଥିଲେ

"ତୋ 'ବାପା ଏଇ ଆସୁଛନ୍ତି " ।

( ଖ)

ଭୟରେ ହୃଦୟ ଥରିଯାଏ

ମନକୁ ଜାବୁଡି ଧରେ

ସଅଳ ମୁଣ୍ଡ କୁ କାମରେ ଲଗାଇ

ଚୁପ୍ ହୋଇ ରହିଥାଏ ।

(ଗ)

ଆଜି ଭଳି ମୋତେ ଲାଗୁଛି

ବାପା ମା ସଦା ପାଖରେ ରହି

ଆଶିଷ ଦେବାରେ ଲାଗିଛନ୍ତି ।

( ଘ )

ବୁଝୁ ନ ଥିଲି ମୁ ବାପା ଙ୍କ ସ୍ୱର

ଆଜି ସବୁ ଅଟେ ବେଦର ଗାର

ତାଙ୍କ ଆଦର୍ଶରେ ଚଳିବା ହେଲେ

ମଣିଷ ଲଭିବ ନିଜ ଆଧାର ।

(ଙ)

ଭକତି ଢାଳଇ ପଦ ଯୁଗଳେ

ବାପା ଙ୍କୁ ସ୍ମରଣ କରି

ସାଥି ରେ ମା ଙ୍କୁ ପ୍ରାପତି ନେଇ

ଜୀବନ ରଖୁଛି ଆବୋରି ।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mamata Priyadarshini Sahu