STORYMIRROR

Mamata Priyadarshini Sahu

Others

3  

Mamata Priyadarshini Sahu

Others

ଘର

ଘର

1 min
103

ଯୋଉଠି ନଥାଏ ବିଶ୍ୱଯୁଦ୍ଧ ପାଇଁ ପ୍ରସ୍ତୁତି

ନଥାଏ କୁରୁ ବଂଶର ଚକ୍ରାନ୍ତ

ପବନ ଭିତରକୁ ଆସେ

ବିନା ଧ୍ବଂସ ର ବିଭୀଷିକାରେ ।।


ଦୁଇ ମେରୁଖୁଣ୍ଟ ସଦା ଯୋଉଠି ପୂଜ୍ୟ

ଏକର ମନ ଆନମନା ଆରେକ ଲାଗି

ଫୁଲ ଝରେ ସଦା ହର୍ଷୋଲ୍ଲାସରେ ।।


ସ୍ନେହର ବାଲି ଆଉ ଶ୍ରଦ୍ଧା ସିମେଣ୍ଟର ପ୍ରଲେପ

ସରାଗର ମାର୍ବଲ୍ କରେ ଶକ୍ତ

ଜୀବନ ଢାଳଇ ଭାଇ ଆର କେ ପାଇ

ଘର ତ ନୁହଁ ସରଗ ସେହି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mamata Priyadarshini Sahu