Mamata Priyadarshini Sahu
Others
(କ)
ୠତୁ ଆସି ଚାଲି ଯାଏ ।
ଖରା ପରେ ବର୍ଷା
ତାପରେ ଆସଇ ମାଡି
ଶୀତର ଶୈତ୍ଯତା ।
(ଖ)
ଥିରି ଥିରି ପବନରେ
ସକାଳୁଆ ମୂହୁର୍ତ୍ତେ
ହାତ ପାଦ କୋଳ ମାରେ
ଦୁବଲେ ଘାସ କାକରରେ
ଆପାଦ ମସ୍ତକ
ଶୀତେଇ ଯାଏ ।
(ଗ)
ଋତୁ ଚକ୍ର ପ୍ରକୃତି ର
ସୁନ୍ଦର ଚିତ୍ର
ସହ୍ଯ କରିବାର ।।।
ସଂଘର୍ଷ
ଶିଶୁ
ଭୋକ
ଘର
ଅଚିହ୍ନା ମଣିଷ
ମୋ ବାପା
ଶୀତ ସକାଳ
ପଞ୍ଚକ
ଶୀତଅନୁଭୂତି
ଜୀବନ