STORYMIRROR

Mamata Priyadarshini Sahu

Abstract Others

3  

Mamata Priyadarshini Sahu

Abstract Others

ଶିଶୁ

ଶିଶୁ

1 min
254


(କ)

ପ୍ରାକୃତିକ ଅନାବିଳ ଆଭା

ପ୍ରକଟିତ ହୁଏ

କୋମଳ ଭିତରେ

ସରଳ ହୃଦୟରେ

ଅମର ପ୍ରଭା ବିକିରଣେ

ଶିଶୁର ଆତ୍ମିକ କନ୍ଦରେ ।

( ଖ )

ମାତୃ ଗର୍ଭେ ସଂଚରିଣ

ନଅ ଦଶ ମାସ

ବ୍ରହ୍ମ ମିଳନରେ

କୁଆଁ କୁଆଁ ଛାଡେ ରବ

ମାଆ ମାଟି କୋଳେ

ଅଜ୍ଞାତ ବଶରେ

ଅଜ୍ଞତା ସ୍ଥିତିରେ

ମାତୃଚ୍ଯୁତ ହୋଇ

କ୍ଷୁଧା ତୃଷା ବରିଣ ।।

(ଗ)

ଭଲେ ଯେଣୁ ମାତୃକ୍ଷୀର

ମାଆର ମାତୃତ୍ୱ

ମମତ୍ୱରେ ପୁଷ୍ଟ ହୁଏ

ଆଦରି ତା କୋଳ

ହାତ ପରଶରେ

ଅମୀୟ କୃତିତ୍ବ ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mamata Priyadarshini Sahu

Similar oriya poem from Abstract