STORYMIRROR

Chittaranjan Nanda

Classics Others

3  

Chittaranjan Nanda

Classics Others

ଭଲ ମଣିଷ ମିଳିଵା ସହଜ ନୁହଁ

ଭଲ ମଣିଷ ମିଳିଵା ସହଜ ନୁହଁ

1 min
330


ସୁଖ ସମ୍ପଦରେ ପାଖରେ ଥାଆନ୍ତି 

ଆବଶ୍ୟକ ବେଳେ ଉଭେଇ ଯାଆନ୍ତି

ବନ୍ଧୁ କଅଣ ସିଏ ।


ଉପରକୁ ବନ୍ଧୁର ଶବଦ ବୋଲେ

ସର୍ବଦା ଜାଣିଶୁଣି ବିପଦକୁ ଠେଲେ

ବନ୍ଧୁ କଅଣ ସିଏ ।


ମଣିଷ ଚିହ୍ନିବା କଷ୍ଟକର, ସହଜ ନୁହଁ

ଭଲ ମଣିଷ ଗୋଟେ, ମିଳିଵା ସହଜ ନୁହଁ

ଏହା କଅଣ ମିଛ ହୁଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics